ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଲଗ୍ନକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଲଗ୍ନକରିବା   କ୍ରିୟାପଦ

ଅର୍ଥ : କୋଣସି ଅନ୍ୟ ଜିନିଷର ଶେଷରେ ଲଗାଇବା ବା ଯୋଗ କରିବା

ଉଦାହରଣ : ହାର ତିଆରି କରିବାପାଇଁ ସେ ସୁନା ତାରଗୁଡ଼ିକୁ ଯୋଡ଼ିଲା

ସମକକ୍ଷ : ଯୋଡ଼ିବା


ଅନ୍ୟ ଭାଷାରେ ଅନୁବାଦ :

किसी दूसरे के साथ अंत में लगाना या सटाना।

हार बनाने के लिए उसने सोने के तारों को संलग्न किया।
जोड़ना, संबद्ध करना, संलग्न करना

Cause to be attached.

attach